Media Running Kangaroo Courts: CJI NV Ramana | ଦେଶରେ କଙ୍ଗାରୁକୋର୍ଟ ଚଳାଇଛି ଗଣମାଧ୍ୟମ | THE Quiver

  • 2 years ago
ଗଣମାଧ୍ୟମ ନିଜ କର୍ତ୍ତବ୍ୟକୁ ଅଣଦେଖା କରି ଗଣତନ୍ତ୍ରକୁ ଦୁଇପାଦ ପଛକୁ ଠେଲିଦେଉଛି । ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମ ତାର ସୀମା ଲଙ୍ଘୁଛି । ଯେଉଁଥିପାଇଁ ଅନୁଭବି ବିଚାରପତିମାନେ ବି ନିସ୍ପତ୍ତି ନେବା ବେଳେ ଦ୍ୱନ୍ଦରେ ପଡ଼ୁଛନ୍ତି । ଏପରିକି ନ୍ୟାୟ ମାମଲାରେ ଗଣମାଧ୍ୟମର ଭୁଲ ସୂଚନା ଓ କାର୍ଯ୍ୟକ୍ରମ ଚଳାଇବା ଦେଶ ପାଇଁ କ୍ଷତିକାରକ । ଏକଥା ଆମେ ନୁହେଁ, ଖୋଦ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାର ପତି ଏକଥା କହିଛନ୍ତି । କିଛି ଦିନ ତଳେ ସରକାରଙ୍କ ଉପରେ ବର୍ଷିଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ରମନ୍ନା ଆଜି ପୁଣି ଥରେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ହେଉଥିବା ବିତର୍କକୁ ସେ କଙ୍ଗାରୁକୋର୍ଟ ସହ ତୁଳନା କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #media #odishamedia #latestnews #nvramanna #mediahouseindia #electronicsmedia #PrintMediaCoverage

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended