କେନ୍ଦୁଝର କୋଭିଡ ହସ୍ପିଟାଲରେ ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପିତ, ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ
  • 3 years ago
କେନ୍ଦୁଝର ସ୍ଥିତ କୋଭିଡ ହସ୍ପିଟାଲରେ ସ୍ଥାପନ ହୋଇଛି ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ । ତେବେ ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଭଳି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି ।
#ଅକ୍ସିଜେନ_ପ୍ଲାଣ୍ଟ, #ଅକ୍ସିଜେନ୍, #Oxygen_Plant
Recommended