ଯେବେ ପ୍ରଭୁ ଆସନ୍ତି ଟାହିଆ ହଲାଇ...
  • 3 years ago
ଯେବେ ପ୍ରଭୁ ଆସନ୍ତି ଟାହିଆ ହଲାଇ । ଧାଡ଼ି ପହଣ୍ଡିରେ ଶ୍ରୀମନ୍ଦିରରୁ ବାହାରି ସେବାୟତଙ୍କ ସହ ରଥକୁ ଆସିଲେ ଶ୍ରୀଜୀଉ । ଦେଖନ୍ତୁ ସେହି ସମୟର ଦିବ୍ୟ ଦୃଶ୍ୟକୁ ।
#ରଥଯାତ୍ରା୨୦୨୧ #RathaJatra21 #RathYatra #RathaYatra #Puri
Recommended