ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

  • 3 years ago
ଉତ୍କଳ ଦିବସ ଅବସରରେ ଚାଷୀମାନଙ୍କ ଆକାଉଣ୍ଟକୁ 'କାଳିଆ' ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀର ହକ୍ ପାଇଁ ଆମ ଲଢେଇ ଜାରି ରହିବ । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ: ମୁଖ୍ୟମନ୍ତ୍ରୀ
#Odisha #Kaliayojana

Recommended