TMC Former Education Minister Arrested | ଟଙ୍କା ପାହାଡ଼ରେ ଶିକ୍ଷା ମନ୍ତ୍ରୀ | THE Quiver

  • 2 years ago
#ଟଙ୍କା_ପାହାଡ଼ରେ_ଶିକ୍ଷା_ମନ୍ତ୍ରୀ
#ଶିକ୍ଷା_ମନ୍ତ୍ରୀଙ୍କ_ପାଖରେ_ଏତେ_ଟଙ୍କା_ଆସିଲା_କେଉଁଠୁ?
ଶିକ୍ଷାମନ୍ତ୍ରୀଙ୍କ ଘରେ ଟଙ୍କା ତିଆରି କାରଖାନା । ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ପ୍ରଶ୍ନ ଉଠୁଛି, ଶିକ୍ଷା ମନ୍ତ୍ରୀଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ? କେମିତି ଠୁଳ କଲେ ଟଙ୍କାର ପାହାଡ଼? ପଶ୍ଚିମବଙ୍ଗର ଶିକ୍ଷା ବିଭାଗର ବ୍ୟାପକ ଦୁର୍ନୀତି ଖୋଳୁ ଖୋଳୁ ଏହାର ଚେର ଖୋଦ୍ ଶିକ୍ଷାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ପାଇଥିଲା ଇଡି । ପରେ ଶୁକ୍ରବାର ଠାରୁ ଇଡି ଏହାର ତନାଘନା କରୁଥିଲା । ରେଡ ବେଳେ ମିଳିଥିଲା ଏହି ଟଙ୍କାର ଗଦା । ଯାହାର ମୂଲ୍ୟ ଥିଲା ୨୦ କୋଟି । ପରେ ତାଙ୍କୁ ଗିରଫ କରାଯାଇଛି । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews Partha Chatterjee fans Club Mamata Banerjee #westbengal #kolkata Directorate of Enforcement #bigscamineducation

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended