ଭୁବନେଶ୍ୱର ପହଞ୍ଚିଲେ ଉପରାଷ୍ଟ୍ରପତି

  • 3 years ago
ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଏମ.ଭେଙ୍କିଆ ନାଇଡୁ । ଉପରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟସୂଚୀ ରହିଛି ।
#Odisha #VicePresident #M_Venkaiah_Naidu

Recommended