ଓଡିଶା ରାଜନୀତିରେ ହାଇ ପଲିଟିକାଲ ଡ୍ରାମା

  • 3 years ago
#ଯେବେ_ନବୀନ_ଆସିଲେ #ମନେ_ରହିବ_ମହାନତାର_ଏ_ମୁହୂର୍ତ୍ତ
ଆଜି ଗଣତନ୍ତ୍ରରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସି ସାକ୍ଷାତ କଲେ । ସମସ୍ତଙ୍କୁ ନେଇ ନବୀନ ନିବାସରେ ସେମାନଙ୍କ ଦାବି ଉପରେ ଆଲୋଚନା କଲେ ।
#Odisha #Naveen_Patnaik #BJD #BJP

Recommended