ମହିଳା ଟ୍ରଫିକ ପୁଲିସଙ୍କ ଟୁରୁ ଲଭ୍ ଗୀତରେ ନାଚ

  • 3 years ago
ମହିଳା ଦିବସ ଅବସରରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏଥିରେ ମହିଳା ଟ୍ରାଫିକ୍ ପୁଲିସ ଭାଗ ନେଇଥିଲେ । 'ଟୁରୁ ଲଭ୍' ଗୀତର ଡିଜେରେ ନାଚିଥିଲେ ସମସ୍ତ ମହିଳା ଟ୍ରାଫିକ୍ ପୁଲିସ । ଦେଖନ୍ତୁ ଭିଡିଓ...
#ମହିଳା_ଟ୍ରଫିକ_ପୁଲିସ #ଟୁରୁ_ଲଭ୍ #ମହିଳା_ଦିବସ
#Odisha_Commissionerate_Police #womenempowerment #WomansDay #womensday2021

Recommended