ପିଲାଙ୍କ ସହ ରାହୁଲ ମାରିଲେ ପୁସ୍-ଅପ୍

  • 3 years ago
#ରାହୁଲଙ୍କ_ପୁସ୍ଅପ୍_ଚାଲେଞ୍ଜ
ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସହ ରାହୁଲ ଗାନ୍ଧୀ ପୁସ-ଅପ୍ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି । ଏହି ଭିଡିଓକୁ ନିଜେ ରାହୁଲ ତାଙ୍କ ସୋଶାଲ ମିଡିଆର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତାମିଲନାଡୁର ଗୋଟିଏ ସ୍କୁଲର ଏହି ଦୃଶ୍ୟ ଦେଖନ୍ତୁ । #OneindiaOdia #Rahul_Gandhi #Indian_National_Congress

Recommended