'ମୁଖ୍ୟମନ୍ତ୍ରୀଙ୍କୁ କେବେ ପାଖରେ ଦେଖିନଥିଲି'

  • 3 years ago
'ମୁଖ୍ୟମନ୍ତ୍ରୀଙ୍କୁ କେବେ ପାଖରେ ଦେଖିନଥିଲି'
କ୍ୟାପିଟାଲ୍ ହସ୍ପିଟାଲର ନର୍ସ ସ୍ମରଣିକା ରଣସିଂହ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୀକା । ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଭୂପିନ୍ଦର ସିଂହ, ଜିତୁ ମିତ୍ର ପ୍ରମୁଖଙ୍କୁ ଟୀକା ଦେଲେ ସ୍ମରଣିକା । ଟୀକା ଦେବା ସମୟରେ କିଭଳି ରହିଥିଲା ତାଙ୍କର ଅଭିଜ୍ଞତା ଶୁଣନ୍ତୁ ।
#Odisha #COVID19Vaccine #CoronaVaccine #Naveen_Patnaik

Recommended