Young people are targeted by cyber criminals
  • 3 years ago
ସାଇବର ଅପରାଧୀଙ୍କ ଟାର୍ଗେଟରେ ଯୁବପିଢୀ । ଭାଲେଣ୍ଟାଇନ୍ ସପ୍ତାହରେ ଲୁଟି ନେବେ ଟଙ୍କା ।
#ପ୍ରେମ_ସପ୍ତାହରେ_ଗୋଟିଏ_କ୍ଲିକରେ
#ଟଙ୍କା_ନଥିବ_ଆକାଉଣ୍ଟରେ
ଭାଲେଣ୍ଟାଇନ୍ ଡେ' ହେଉ ଅବା କମ୍ ଟଙ୍କାରେ ଦାମୀ ସାମଗ୍ରୀର ଅଫର୍ ହେଉ । ଗୋଟିଏ ଅଜଣା ମେସେଜ୍ କିମ୍ବା ଫୋନ୍ କଲ୍ ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେବ । କିଭଳି ଏଥିରୁ ନିଜକୁ ବଞ୍ଚାଇବେ ସେନେଇ ସରଳ ଭାଷାରେ ବୁଝାଇ କହିଛନ୍ତି ସାଇବର୍ ଏକ୍ସପର୍ଟ ।
#OneindiaOdia #Odisha #cybercrime
Recommended