Manchester-based doctor couple Rajinandar Singh and his wife Kapilmit Kaur sing 'Ahe NIla sayila'

  • 3 years ago
#ଭକ୍ତର_ଭଗବାନ
ବିଦେଶରୁ ଶୁଭିଲା ମହାପ୍ରଭୁଙ୍କ ଜଣାଣ। ମାଞ୍ଚେଷ୍ଟରରେ ରହୁଥିବା ଡାକ୍ତର ଦମ୍ପତି ରଜୀନନ୍ଦର ସିଂହ ଓ ତାଙ୍କ ପତ୍ନୀ କପିଲମିତ୍ କୌର୍ ଗାଇଛନ୍ତି 'ଆହେ ନୀଳ ଶୈଳ' । ବିଦେଶରେ ରହିବା ସତ୍ତ୍ୱେ ସେମାନଙ୍କର ଏହି ଭକ୍ତି ଭାବ ସମସ୍ତଙ୍କୁ ଚକିତ କରିଛି । ଶୁଣନ୍ତୁ ଏହି ଗୀତକୁ ଏବଂ କୁହନ୍ତୁ ଜୟ ଜଗନ୍ନାଥ।
#puri #Jagannath #Odisha #UnitedKingdom

Recommended