Smart City Bhubaneswar

@smartcitybhubaneswar
ପ୍ରିୟ ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଶୁସ୍ୱାଗତ କରୁଛୁ Smart City Bhubaneswar ଚ୍ୟାନେଲ କୁ II ଆପଣ ଘରେ ବସି ଏହି ଚ୍ୟାନେଲ ମାଧ୍ୟମ ରେ ଭୁବନେଶ୍ୱର କୁ ସମ୍ପୂର୍ଣ ଭାବେ ପାଖରୁ ଦେଖି ପାରିବେ, ଏବଂ - HEALTH, EDUCATION, TEMPLE, ENTERTAINMENT, NEWS ଇତ୍ୟାଦି ସବୁର Details ପାଇପାରିବେ, ଏବଂ ଆପଣ ମାନଙ୍କ ଆବଶ୍ୟକୀୟ ବା ଚାହିଦା ର ଭିଡ଼ିଓ ମଧ୍ୟ ଉପଲବ୍ଧ କରାଇବୁ II ଆପଣ ଙ୍କ ମୂଲ୍ୟବାନ ସମୟ କୁ ଧ୍ୟାନ ରେ ରଖି ଭିଡ଼ିଓ କୁ ବୁଲେଇ ବଙ୍କେଇ ବା ଲମ୍ବା ନକରି, ସିଧା ସଳଖ ସୁନ୍ଦର ଓ Cut to Cut କରି ପ୍ରଦର୍ଶିତ କରିଥାଉ II ଆଶା କରୁଛୁ ଆମ୍ଭମାନଙ୍କର ଏ ଛୋଟ ପ୍ରୟାସ ଟି ଆପଣଙ୍କୁ କିଛି ଖୁସି ଦେବା ସହିତ କିଛି ସୂଚନା ମଧ୍ୟ ପ୍ରଦାନ କରିବାକୁ ସମର୍ଥ ହେବ II ଯଦି ଆପଣଙ୍କୁ ଏହି ଚ୍ୟାନେଲ SmartCityBhubaneswar ଭଲ ଲାଗେ ତେବେ PLEASE SUBSCRIBE କରନ୍ତୁ ଓ ଭିଡ଼ିଓ ଟି କୁ LIKE କରନ୍ତୁ II

For Business Inquire mail us in smartcitybhubaneswar.1@gmail.com

Heartily Thanks for your great Support
Team- #SmartCity
#Bhubaneswar