Bhadrak Police Arrests Gang of Gold Chain Thieves: Unveiling Their Daring Robbery Tactics!

  • last year
ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ କରୁଥିବା ତଥା ଅନେକ ସମୟରେ ଡ଼ିକି ଭାଙ୍ଗି ଟଙ୍କା ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଭଦ୍ରକ ପୋଲିସ କାବୁ କରିଛି । ଏହି ଗ୍ୟାଙ୍ଗର ୩ ଜଣ ଗିରଫ ହୋଇଛନ୍ତି ।
ଏହି ଲୁଟ ଘଟଣାରେ ଅଭିଯୁକ୍ତ ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳର ନବୀ ହୁସେନକୁ ଗିରଫ କରାଯାଇଛି । ତା ନିକଟରୁ ୨୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ୧ ଲକ୍ଷ ୫୦ ହଜାର ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ବାଇକ୍ ମଧ୍ୟ ଜବତ ହୋଇଛି ।
ସେହିଭଳି ସୁନା ଅଳଙ୍କାର ଛଡାଇ ନେବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ୬୦ ହଜାରରୁ ଅଧିକ ଟଙ୍କା ପୋଲିସ ଜବତ କରିଛି । ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ମଧ୍ୟ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

In a significant breakthrough, Bhadrak Police have successfully apprehended three individuals belonging to a notorious gang known for their brazen thefts of gold chains from women's necks. This captivating video reveals the audacious robbery tactics employed by the gang, including breaking dikkis (small storage compartments) and looting money. Join us as we delve into the investigation and expose the modus operandi of these criminals. Discover the relentless efforts of law enforcement to protect the community and bring these thieves to justice. Stay informed about the latest developments in this captivating case and witness the determination of Bhadrak Police in maintaining law and order.
https://www.highrevenuegate.com/vk5ewyqj?key=db0e22657df2f589419fe49aee8daf57

#bhadraknews #bhadrakpolice #odishanews #odianews #allodishanews #latestodishanews #dailymotionnews #dailymotionodia #goldthieves #gang

Recommended