ସାର୍ଟିଫିକେଟ୍ ଆନ୍ଧ୍ରର: ଚାକିରି ଓଡ଼ିଶାର | THE Quiver

  • 2 years ago
#ସାର୍ଟିଫିକେଟ୍_ଆନ୍ଧ୍ରର
#ଚାକିରି_ଓଡ଼ିଶାର
ବାହା ବାହା ରେ ଆମ ଶିକ୍ଷା ବିଭାଗ । ମାଷ୍ଟର ଅସଲି କିନ୍ତୁ ସାର୍ଟିଫିକେଟ ନକଲି । ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ, ଏବେ ସେଥିରୁ ତ୍ରାହି ପାଇବା ପାଇଁ ଆନ୍ଧ୍ରର ସାର୍ଟିଫିକେଟ୍ ଆଣି ଦାଖଲ କରିଦେଉଛନ୍ତି । ଏମିତି ଗଦା ଗଦା ସାର୍ଟିଫିକେଟ୍ ରାଜ୍ୟ ସରକାରଙ୍କ ପାଖରେ ରହିଛି । ଓଡ଼ିଶାରୁ ଡିଗ୍ରୀ ଧରି ହଜାର ହଜାର ଆଶାୟୀ ଚାକିରି ପାଇଁ ଅପେକ୍ଷା କରୁଥିବା ବେଳେ ଆନ୍ଧ୍ର ଦେଉଥିବା ସାର୍ଟିଫିକେଟରେ ଓଡ଼ିଶାର ଶିକ୍ଷା ବିଭାଗ ଦେଉଛି ଚାକିରି । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #odishateacher #AndhraPradeshbedcertificate #odishateacher Naveen Patnaik School and mass education department,Govt.of Odisha #ganjam

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended