ମଦ ମାରୁଛି | THE Quiver

  • 2 years ago
#ମଦ_ମାରୁଛି
#ମଦ_ଉଜାଡୁଛି_ସାଂସାର
ସେ ଦେଶୀ ହେଉ କି ବିଦେଶୀ । ଚୋରା ହେଉକି ସ୍ୱୀକୃତିପ୍ରାପ୍ତ । ମଦର କୌଣସି ଫରକ ନାହିଁ । କେଉଁଠି ମଦ ମୃତ୍ୟୁକୁ ଚାପି ଦିଆଯାଉଛି, ତ ଆଉ କେଉଁଠି ଫୁଟି ବାହାରୁଛି । ଅନେକ ଲୋକମଦରେ ରୋଗାକ୍ରାନ୍ତ ହୋଇ ଧିରେ ଧିରେ ମରୁଛନ୍ତି । ଏବେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି ଗାନ୍ଧିଙ୍କ ଜନ୍ମସ୍ଥାନ ଗୁଜୁରାଟରୁ । ଯିଏ ଦିନେ ନିଶା ନିବାରଣ ପାଇଁ ଆନ୍ଦୋଳନ କରିଥିଲେ । ସେଇ ଗୁଜୁରଟରେ ମଦ ସମ୍ପୂର୍ଣ୍ଣ ବ୍ୟାନ୍ ସତ୍ତେ୍ୱ ଲୋକ ମଦରେ ମରୁଛନ୍ତି । ବିଶାକ୍ତ ମଦ ପିଇ ଗୁଜରାଟରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଦେଖନ୍ତୁ ଏହି ରିପୋର୍ଟ...
#thequiver #UpdateNews #alcohol #alcoholdeath #gujurat #updatenews Narendra Modi #OdishaNews

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended